Read Me

ଏହି ସମସ୍ତ ଫଣ୍ଟ ଆକୃତି ସାଧାରଣ ଫଣ୍ଟ ଭାବେ ଉପଲବ୍ଧ ନୁହେଁ। ଏହା କିଛି ବିଶେଷ ୱେବସାଇଟରେ ମାତ୍ର ଉପଲବ୍ଧ ଅଛି। ଆପଣମାନଙ୍କର କାମକୁ ଧ୍ୟାନରେ ରଖି ମୁଁ ଏହାକୁ ତିଆରି କରିଛି। ଆପଣ ଏହାକୁ ଆପଣଙ୍କ ଫ୍ଲେକ୍ସ କାମରେ ଆକୃତି ଦ୍ୱାରା PageMaker, Photoshop ଓ CorelDraw ରେ ସହଜରେ ବ୍ୟବହାର କରିପାରିବେ"