Read Me
ଏହି ୱେବସାଇଟ୍ରେ ୫୦ ରୁ ବି ଅଧିକ ଓଡ଼ିଆ କାଲିଗ୍ରାଫି ଫଣ୍ଟ ଉପଲବ୍ଧ ଅଛି । ଏହି ସମସ୍ତ ଫଣ୍ଟକୁ ଆପଣ Photoshop 7.0, Photoshop CS2,CS3,CS4, Pagemker ଓ CorelDraw ରେ ଆକୃତି ମାଧ୍ୟମରେ ଟାଇପ୍ କରି ସହଜରେ ବ୍ୟବହାର କରିପାରିବେ । ଏଠାରେ ଉପଲବ୍ଧ ପ୍ରତ୍ୟେକ ଫଣ୍ଟ ପେକେଜ୍ ମଧ୍ୟରେ ଆପଣଙ୍କୁ ୫ଟି ଆକର୍ଷଣୀୟ ଓଡ଼ିଆ ଫଣ୍ଟ ମିଳିବ, ଯାହାକୁ ଆପଣ 👉 ପୋଷ୍ଟର, ବ୍ୟାନର, ଥମ୍ନେଲ, ଡିଜାଇନ୍ ଏବଂ ସୋସିଆଲ ମିଡ଼ିଆ କାମ ପାଇଁ ବ୍ୟବହାର କରିପାରିବେ । ଏହି ଫଣ୍ଟଗୁଡ଼ିକ କେବଳ କମ୍ପ୍ୟୁଟର ପାଇଁ - ସହଯୋଗୀ ଅଟେ । 💻